spot_img

Latest Posts

ହାଇଦ୍ରାବାଦ : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ IPS ଅଭୟଙ୍କୁ ବିଦାୟ ସମ୍ବର୍ଦ୍ଧନା । ଏହି ଅବସରରେ ଫେୟାରଓ୍ୱେଲ୍ ପରେଡରେ ଭାଗନେଲେ ଅଭୟ । ୭୦ ଓ ୭୧ ବ୍ୟାଚର ଆଇପିଏସଙ୍କ ଟ୍ରେନିଂ ବେଳେ ରହିଥିଲେ ନିର୍ଦ୍ଦେଶକ । ଖୁବଶୀଘ୍ର ଓଡ଼ିଶାର ନୂଆ ଡିଜିପି ଭାବେ ଯୋଗଦେବେ ।

Latest Posts

Don't Miss