spot_img

Latest Posts

କେରଳ : କଡ଼ା ସୁରକ୍ଷା ମଧ୍ୟରେ ଆଜି ଖୋଲିବ କେରଳର ସାବରିମାଳା ମନ୍ଦିର । ୧୦ ହଜାରରୁ ଅଧିକ ପୋଲିସ ମୁତୟନ । ମହିଳା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଦେବାକୁ ମନାକଲେ କେରଳ ସରକାର । ଗତକାଲି ସୁପ୍ରିମକୋର୍ଟ ବୃହତ୍ତର ବେଞ୍ଚକୁ ପଠାଇଛନ୍ତି ମାମଲା ।

')}

Latest Posts

Don't Miss