spot_img

Latest Posts

ବଲାଙ୍ଗୀର : ବଲାଙ୍ଗୀର ଅଗଲାପୁର ବ୍ଲକ ଧଉରାଦଦାର ଗାଁରେ ଅଘଟଣ । ଧାନକ୍ଷେତ ଜଗିଥିବା ଚାଷୀଙ୍କୁ ଦଳିଦେଲା ହାତୀ । ଗତକାଲି ବିଳମ୍ବିତ ରାତିରେ କ୍ଷେତରେ ଶୋଇଥିବା ବେଳେ ଶ୍ରୀରାମ ବିଶ୍ୱାଳକୁ ଦଳିଦେଲା ହାତୀ ।

')}

Latest Posts

Don't Miss