spot_img

Latest Posts

ମୟୂରଭଞ୍ଜ: ରାଇରଙ୍ଗପୁର କଲେଜ ଅଧ୍ୟପିକାଙ୍କ ଆତ୍ମହତ୍ୟା ଘଟଣା । ରାଇରଙ୍ଗପୁର ଓ ଝାରପୋଖରିଆ ଥାନାରେ ୨ଟି ପୃଥକ ମାମଲା ରୁଜୁ । ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ । ତଦନ୍ତ ଜାରିଥିବା ପ୍ରେସମିଟରେ ସୂଚନା ଦେଲେ ମୟୂରଭଞ୍ଜ ଏସପି ।

Latest Posts

Don't Miss