spot_img

Latest Posts

ନୂଆଦିଲ୍ଲୀ : ଗୋଡସେ ବିବାଦରେ ଲୋକସଭାରେ କ୍ଷମା ମାଗିଲେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର । କହିଲେ, ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ତେବେ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ କଲେ ଟାର୍ଗେଟ ।

Latest Posts

Don't Miss