spot_img

Latest Posts

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ବେଆଇନ୍ ଅର୍ଥ କାରବାର ମାମଲା । ସଂପୂର୍ଣ୍ଣ ତଥ୍ୟର ବିବରଣୀ ବନ୍ଦ ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଖଣ୍ଡପୀଠଙ୍କ ଆଦେଶ । ଏହାପରେ ବେଞ୍ଚ ମାମଲାର ଶୁଣାଣି କରିବେ ।

Latest Posts

Don't Miss