spot_img

Latest Posts

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିକୁ ନେଇ ମୁମ୍ବାଇ କଂଗ୍ରେସ ନେତା ସଂଜୟ ନିରୁପମଙ୍କ ପ୍ରତିକ୍ରିୟା। କହିଲେ ଶିବସେନା ସହ କଂଗ୍ରେସର ସମ୍ଭାବ୍ୟ ମେଣ୍ଟ ଏକ ବଡ଼ ଭୁଲ୍ ହୋଇଥାନ୍ତା । ପ୍ରଥମେ ସୋନିଆ ଗାନ୍ଧି CWCକୁ ଭାଙ୍ଗିବା ଦରକାର । କଂଗ୍ରେସ ଆଜି ମହାରାଷ୍ଟ୍ରରେ ଅଯଥାରେ ବଦନାମ୍ ହୋଇଛି ।

Latest Posts

Don't Miss