spot_img

Latest Posts

ଭୁବନେଶ୍ୱର : ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ । ଆଦିତ୍ୟଙ୍କ ଦୁଇଟି କିଡନୀ ନଷ୍ଟ ପରେ ଆର୍ମି ହସ୍ପିଟାଲରେ ହେବ ପ୍ରତ୍ୟାରୋପଣ । ଚିକିତ୍ସାରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆବଶ୍ୟକ ହେଉଥିବା ଅର୍ଥ ସାମ୍ବାଦିକ କଲ୍ୟାଣ ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପଦେଷ୍ଟା ମାନସ ମଙ୍ଗରାଜ ।

Latest Posts

Don't Miss