Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
August 16, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ମୁଖ୍ୟ ଖବର
  • କମ୍ପାନୀ ନାଁ ସହ ଲୋଗୋ ବଦଳାଇବେ ଟୁଇଟର ସିଇଓ, ନୀଳପକ୍ଷୀ ସ୍ଥାନରେ ରହିବ ଏକ୍ସ
  • ଅନ୍ତର୍ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

କମ୍ପାନୀ ନାଁ ସହ ଲୋଗୋ ବଦଳାଇବେ ଟୁଇଟର ସିଇଓ, ନୀଳପକ୍ଷୀ ସ୍ଥାନରେ ରହିବ ଏକ୍ସ

July 23, 2023

ନୂଆଦିଲ୍ଲୀ: ନୀଳ ପକ୍ଷୀ ଜାଗରେ ଏକ୍ସ । ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ଲୋଗୋ ବଦଳାଇବେ ମସ୍କ । ଲୋଗୋ ସହ ଟ୍ବିଟରର ନାଁ ବି ପରିବର୍ତ୍ତନ ହେବ । ଧୀରେ ଧୀରେ ବ୍ରାଣ୍ଡ ସହ ସବୁ ପକ୍ଷୀଙ୍କୁ ଅଲବିଦା କହିବେ ବୋଲି ଟୁଇଟ କରିଛନ୍ତି ସିଇଓ ଏଲନ ମସ୍କ । ନୀଳ ପକ୍ଷୀ ସ୍ଥାନରେ ନୂଆ ଲୋଗୋ ହୋଇପାରେ ଏକ୍ସ । ଏହାସହ ଟୁଇଟରର ଡିଫଲ୍ଟ ପ୍ଲାଟଫର୍ମ ରଙ୍ଗ ମଧ୍ୟ କଳା କିମ୍ବା ଧଳା କରାଯାଇପାରେ । ଏନେଇ ଟ୍ବିଟରରେ ଏକ ପୋଲ କ୍ରିଏଟ କରିଛନ୍ତି ଏଲନ ମସ୍କ । ଦିନ ୧୨ଟା ସୁଦ୍ଧା ସାଢ଼େ ୪ ଲକ୍ଷ ଲୋକ ଏହି ପୋଲରେ ମତ ଦେଇଥିବା ବେଳେ ଅଧିକାଂଶ କଳା ରଙ୍ଗକୁ ପସନ୍ଦ କରିଛନ୍ତି । ୧୯୯୯ ମସିହାରେ ଏଲନ ମସ୍କଙ୍କର ଏକ୍ସ ଡଟ କମ୍ ନାଁରେ ଏକ କମ୍ପାନୀ ଥିଲେ । ଟୁଇଟରର ଲୋଗୋ ପରିବର୍ତ୍ତନ ନେଇ ମସ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି ।  ଗତବର୍ଷ ଟେସଲା ଟାଇକୁନ ଏଲନ ମସ୍କ ଟୁଇଟରକୁ କିଣିବା ସହ ଅଧିକାଂଶ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିଲେ । ଫଳରେ କମ୍ପାନୀକୁ ଅନେକ ଟେକନିକାଲ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏହାସହ କମ୍ପାନୀ ବହୁ ପରିମାଣର କ୍ଷତି ମଧ୍ୟ ସହିଥିଲା ।

 

Tags: Elon Musk twitter Twitter Logo

Continue Reading

Previous ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ଅଭିଯୋଗ
Next ଟମାଟୋ ବୋଝେଇ ଟ୍ରକ୍‌ ହାଇଜାକ୍, ବେଙ୍ଗାଲୁରୁରେ ଚାଷୀଙ୍କୁ ଲୁଟିଲେ ହାଇଓ୍ବେ ଲୁଟେରା

ଅଧିକ କାହାଣୀ

  • ଅପରାଧ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ପ୍ରେମ ପାଇଁ ସାଙ୍ଗ ସାଜିଲା ଶତ୍ରୁ: ଇନଷ୍ଟାରେ ଧମକ ପରେ ଖଣ୍ଡାରେ ହାଣି କଲା ହତ୍ଯା

August 16, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଶକ୍ତିଶାଳୀ ହେବ କଂଗ୍ରେସ, ନୂଆ ଫର୍ମୁଲାରେ ମଜଭୁତ ହେବ ତୃଣମୂଳ ସଂଗଠନ

August 16, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ମହାନଦୀ ବିବାଦ ସମାଧାନ ପାଇଁ ସବୁ ଅଂଶୀଦାରଙ୍କୁ ସାମିଲ କରିବାକୁ ଆହ୍ଵାନ

August 16, 2025

Recent Posts

  • ପ୍ରେମ ପାଇଁ ସାଙ୍ଗ ସାଜିଲା ଶତ୍ରୁ: ଇନଷ୍ଟାରେ ଧମକ ପରେ ଖଣ୍ଡାରେ ହାଣି କଲା ହତ୍ଯା
  • ଶକ୍ତିଶାଳୀ ହେବ କଂଗ୍ରେସ, ନୂଆ ଫର୍ମୁଲାରେ ମଜଭୁତ ହେବ ତୃଣମୂଳ ସଂଗଠନ
  • ମହାନଦୀ ବିବାଦ ସମାଧାନ ପାଇଁ ସବୁ ଅଂଶୀଦାରଙ୍କୁ ସାମିଲ କରିବାକୁ ଆହ୍ଵାନ
  • ସରଳ ହେଲାନି ଖରିଫ ପଞ୍ଜୀକରଣ: ସରକାରୀ ନିୟମରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛି ଚାଷୀ, ୧୮ରେ ବିଜେଡିର ବିଶାଳ ସମାବେଶ
  • ମାଛ ତରକାରୀ ପାଇଁ ସ୍ବାମୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେଇଥିଲା ସ୍ତ୍ରୀ, ବାନ୍ଧିଲା ପୋଲିସ
  • ନୂଆଁଖାଇ ଲଗ୍ନ ଧାର୍ଯ୍ୟ: ଆସନ୍ତା ୨୮ ତାରିଖରେ ନବାନ୍ନ ଲାଗି
  • ହକ ଓ ଅଧିକାରକୁ ନେଇ ୧୮ରେ ବିଜେଡିର ଚାଷୀ ସମାବେଶ
  • ଚିକିତ୍ସା ଅବହେଳାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ
  • ଆଲାସ୍କା ବୈଠକରେ ଟ୍ରମ୍ପଙ୍କ ଉପରେ ଭାରି ପଡ଼ିଲେ ପୁଟିନ
  • ଅପରେସନ ସିନ୍ଦୂର ଘା’ ଶୁଖୁନି, ପାକିସ୍ତାନୀ ସେନା ଗଣୁଛି ଶବ
  • ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ: ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ବୟାନ
  • ଯାଜପୁରରେ ଧୁମଧାମରେ ଗହ୍ମା ପର୍ବ ପାଳିତ
  • ଜାମ୍ମୁ ଓ କାଶ୍ମୀର ବାଦଲଫଟା ବର୍ଷା: ବର୍ତ୍ତମାନ ସୁଦ୍ଧା ୨୨୦ରୁ ଅଧିକ ନିଖୋଜ, ମୃତକଙ୍କ ସଂଖ୍ୟା ୬୫ରୁ ଅଧିକ
  • ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ । ୧୦ ମୃତ, ୩୫ ଆହତ
  • ଜରାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ
Tweets by NandighoshaTV

ନଜର ପକାନ୍ତୁ

  • ଅପରାଧ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ପ୍ରେମ ପାଇଁ ସାଙ୍ଗ ସାଜିଲା ଶତ୍ରୁ: ଇନଷ୍ଟାରେ ଧମକ ପରେ ଖଣ୍ଡାରେ ହାଣି କଲା ହତ୍ଯା

August 16, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଶକ୍ତିଶାଳୀ ହେବ କଂଗ୍ରେସ, ନୂଆ ଫର୍ମୁଲାରେ ମଜଭୁତ ହେବ ତୃଣମୂଳ ସଂଗଠନ

August 16, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ମହାନଦୀ ବିବାଦ ସମାଧାନ ପାଇଁ ସବୁ ଅଂଶୀଦାରଙ୍କୁ ସାମିଲ କରିବାକୁ ଆହ୍ଵାନ

August 16, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ସରଳ ହେଲାନି ଖରିଫ ପଞ୍ଜୀକରଣ: ସରକାରୀ ନିୟମରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛି ଚାଷୀ, ୧୮ରେ ବିଜେଡିର ବିଶାଳ ସମାବେଶ

August 16, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.