ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୩-୨୪। ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସୀମାରେ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି। ନିର୍ମଳାଙ୍କ ଘୋଷଣା ଅନେକ ଘୋଷଣା ଏବେ ଦରଦାମ୍ ଉପରେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା ।
ଶସ୍ତା ସାମଗ୍ରୀ-
ଏଲଇଡି ଟିଭି
ମୋବାଇଲ ଫୋନ୍
ଖେଳଣା
କ୍ୟାମେରା ଲେନ୍ସ୍ର
ହୀରା ସାମଗ୍ରୀ
ବାୟୋଗ୍ୟାସ ଜନିତ ସାମଗ୍ରୀ
ଲିଥିୟମ୍ ସେଲ୍ସ
ଇଲେକ୍ଟ୍ରିକ ଗାଡି
ସାଇକେଲ
ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ
ମହଙ୍ଗା ସାମଗ୍ରୀ-
ସିଗାରେଟ୍
ବିଦେଶୀ କିଚେନ ଚିମନି
ସୁନା, ଚାନ୍ଦୀ ଏବଂ ପ୍ଲାଣ୍ଟିନମ୍
ଛତା
ରବର


