ହସ୍ପିଟାଲରେ ସଚିନ ତେନ୍ଦୁଲକର, କିଛି ଦିନ ତଳେ ଚିହ୍ନଟ ହୋଇଥିଲେ କୋଭିଡ ପଜିଟିଭ
1 min readମୁମ୍ବାଇ: ହସ୍ପିଟାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସଚିନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ କିଛିଦିନ ତଳେ ସଚିନ କରୋନା ପଜିଟିଭ୍ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସଚିନ୍ ଟୁଇଟ୍ କରି ସୂଚନା ଦେଇଛନ୍ତି ।
Thank you for your wishes and prayers. As a matter of abundant precaution under medical advice, I have been hospitalised. I hope to be back home in a few days. Take care and stay safe everyone.
Wishing all Indians & my teammates on the 10th anniversary of our World Cup ?? win.
— Sachin Tendulkar (@sachin_rt) April 2, 2021