ହୀରାକୁଦରେ ଖୋଲାଗଲା ୮ଟି ଗେଟ୍ 

1 min read

ହିରାକୁଦରେ ଖୋଲାଯାଇଛି ୮ଟି ଗେଟ୍  । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗେଟ ଖୋଲାଯାଇଥିବା ସୂଚନା ମିଳିଛି  । ବର୍ତ୍ତମାନ ଡ୍ୟାମର ଜଳସ୍ଥର ୬୩୦ ଫୁଟ ରହିଛି । ଡ୍ୟାମର ଜଳସ୍ଥର ୬୩୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୧୫୨୧୬୪ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି । ପ୍ରବଳ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ  । ତେବେ ବର୍ଷା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଆହୁରି ଲାଗିରହିବ  । ଏନେଇ କିଛି ଜିଲ୍ଲାରେ ହାଇ ଆର୍ଲଟ ଜାରି କରାଯାଇଛି  । ୫ ଜିଲ୍ଲାରେ ରେଡ ଆଲର୍ଟ, ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ  । ')}

Leave a Reply