ଆଜି ହେଉଛି ୭୨ ତମ ସ୍ଥଳସେନା ଦିବସ, ଦିଲ୍ଲୀରେ ସ୍ୱତନ୍ତ୍ର ପ୍ରସ୍ତୁତି

1 min read

ନୂଆଦିଲ୍ଲୀ: ଆଜି ହେଉଛି ୭୨ ତମ ସ୍ଥଳସେନା ଦିବସ । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ଭାରତୀୟ ସେନା ବାହିନୀ ନିଜର ପରାକାଷ୍ଠା ଦେଖାଇବେ । ଏଥିପାଇଁ ସେନାବାହିନୀ ପକ୍ଷରୁ ଫୁଲ ଡ୍ରେସ ରିହର୍ସଲ କରାଯାଇଛି ।

ରାଜଧାନୀ ଦିଲ୍ଲୀର ପରେଡ ଗ୍ରାଉଣ୍ଡରେ ସ୍ଥଳସେନା ପକ୍ଷରୁ ବିଭିନ୍ନ ଯୁଦ୍ଧାସ୍ତ୍ରର ପ୍ରଦର୍ଶନ କରାଯିବ । BLT-T-72 ଭାରତ ରକ୍ଷକ ଟ୍ୟାଙ୍କ, ଯୁଦ୍ଧ ହେଲିକପଟର ଏବଂ ଭାମୋସ ମିସାଇଲ ଭଳି ଯୁଦ୍ଧାସ୍ତ୍ରର ପ୍ରଦର୍ଶନ କରାଯିବ ।

Leave a Reply