୩ ଓଡିଆ IASଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
1 min read
ନୂଆଦିଲ୍ଲୀ: ୩ ଓଡିଆ IASଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ହୋଇଛି । ଉପେନ୍ଦ୍ର ପ୍ରସାଦ ସିଂଙ୍କୁ କେନ୍ଦ୍ର ବୟନ ସଚିବ ଦାୟିତ୍ୱ ମିଳିଛି । ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ହେଉଛନ୍ତି ଉପେନ୍ଦ୍ର ସିଂ । ସେହିପରି ବିଦ୍ୟୁତ୍ ବିହାରୀ ସ୍ୱାଇଁ ହେଲେ MSME ସଚିବ । ୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର IAS ହେଉଛନ୍ତି ବିଦ୍ୟୁତ୍ ବିହାରୀ ସ୍ୱାଇଁ । ଜି.ଭି.ଭି ଶର୍ମା ହେଲେ NACWCର ଅଧ୍ୟକ୍ଷ । ନାସନାଲ ଅଥରିଟି କେମିକାଲ ୱିପନ୍ କନଭେନସନ ଅଧ୍ୟକ୍ଷ ହେଲେ ଜିଭିଭି ଶର୍ମା ।