spot_img

Monthly Archives: April, 2021

Browse our exclusive articles!

ଗଞ୍ଜାମ ଜିଲ୍ଲାରେ ଚାଷୀ ହନ୍ତସନ୍ତ: ଟୋକନ ମିଳିନଥିବାରୁ ଧାନ ବିକ୍ରି ହୋଇପାରିନି

ଗଞ୍ଜାମ ଜିଲ୍ଲାରେ ଚାଷୀ ହନ୍ତସନ୍ତ । ଆଜି ପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ...

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର: ଭୋଗରାଇ ଅଞ୍ଚଳରୁ ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ବ୍ରାଉନ ସୁଗାର ଡ଼ିଲ ବେଳେ ମାଡ଼ି ବସିଲା ଅବକାରୀ ଟିମ ।...

ପାରଦ ତଳ ମୁହାଁ ଯୋଗୁଁ ପ୍ରବଳ ଶୀତ ଅନୁଭୂତ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସମେତ ସମସ୍ତ ଅଞ୍ଚଳରେ ଶୀତର ପ୍ରକୋପ...

କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଥିବା ଫୁଡ୍ କୋର୍ଟ କେବେ ଖୋଲିବ ?

କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି...

ଋଷରୁ ଆସିଲା ସାହାଯ୍ୟ; ଅମ୍ଳଜାନ, ଔଷଧ ଓ ଭେଣ୍ଟିଲେଟର ସହ ଭାରତରେ ପହଞ୍ଚିଲା ୨ ବିମାନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭାରତରେ କରାଳ ରୂପ ଦେଖାଉଛି। ଦୈନିକ ଲକ୍ଷାଧିକ କରୋନା ସଂକ୍ରମିତ ଚିହ୍ଟ ହେଉଥିବାବେଳେ ଡାକ୍ତରଖାନାରେ ବେଡ୍ ଓ ଅମ୍ଳଜାନ ଅଭାବରୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ...

ଯୁବ ବିଜେଡି ପକ୍ଷରୁ କୋଭିଡ କଲ୍ ସେଣ୍ଟର ଆରମ୍ଭ

ଭୁବନେଶ୍ୱର: ଯୁବ ବିଜେଡି ପକ୍ଷରୁ ଆରମ୍ଭ ହେଉଛି କୋଭିଡ ହେଲ୍ପଲାଇନ ନମ୍ବର। ପ୍ରତି ବ୍ଲକ ଓ ୩୫ଟି ସାଙ୍ଗଠନିକ ଜିଲ୍ଲାରେ କଲ ସେଣ୍ଟର ଖୋଲୁଛି। ସ୍ଥାନୀୟ ଲୋକଙ୍କୁ କିଛି ନମ୍ବର ଦିଆଯିବାକୁ ଥିବା...

IPL 2021: ପାଞ୍ଚଶହ ଚଉକା ପୂରଣ କଲେ ମିଷ୍ଟର ଆଇପିଏଲ୍

ନୂଆଦିଲ୍ଲୀ: ମିଷ୍ଟର ଆଇପିଏଲ୍ ସୁରେଷ ରାଇନା ଆଇପିଏଲ ଇତିହାସରେ ନିଜର 500ଟି ଚଉକା ପୂରଣ କରିଛନ୍ତି। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର୍ ଖେଳାଳି ସୁରେଶ ରାଇନା...

ବଢୁଛି କରୋନା ସଂକ୍ରମଣ, ପଛୁଆ ବର୍ଗ ସର୍ଭେ ସ୍ଥଗିତ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ ସର୍ଭେ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ମେ ୧ରୁ ୨୫ ତାରିଖ ଯାଏ ରାଜ୍ୟରେ କେତେ ପଛୁଆ ବର୍ଗ ଅଛନ୍ତି ତାର...

ବୗେଦ୍ଧରେ STF ଟିମର ଚଢଉ, କଲରାପତରିଆ ବାଘ ଚମଡ଼ା ଜବତ

ବୗେଦ୍ଧ: ବୗେଦ୍ଧର ବାନ୍ଧନଝୁଲିରେ ଏସଟିଏଫ୍ ପକ୍ଷରୁ ରେଡ୍ କରାଯାଇଛି। ଗୋଟିଏ କଲରାପତରିଆ ବାଘ ଚମଡ଼ା ସହିତ ବିଭିନ୍ନ ଶିକାର ସାମଗ୍ରୀ ଜବତ ହୋଇଛି। ଏହି ମାମଲାରେ ସମ୍ପୃକ୍ତି ନେଇ ମନମୂଣ୍ଡା ଥାନା ବାଦଲଗୁଡ଼ାର...

Popular

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର: ଭୋଗରାଇ ଅଞ୍ଚଳରୁ ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ବ୍ରାଉନ ସୁଗାର ଡ଼ିଲ ବେଳେ ମାଡ଼ି ବସିଲା ଅବକାରୀ ଟିମ ।...

ପାରଦ ତଳ ମୁହାଁ ଯୋଗୁଁ ପ୍ରବଳ ଶୀତ ଅନୁଭୂତ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସମେତ ସମସ୍ତ ଅଞ୍ଚଳରେ ଶୀତର ପ୍ରକୋପ...

କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଥିବା ଫୁଡ୍ କୋର୍ଟ କେବେ ଖୋଲିବ ?

କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି...

ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପରିବାର ସହ ପୁରୀ...