ଓଡ଼ିଶା ନୂଆ ବର୍ଷରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଆରମ୍ଭ କଲେ ଦିନ January 1, 2020 ପୁରୀ: ସ୍ୱାଗତଂ ୨୦୨୦। ନୂଆ ବର୍ଷ ନୂଆ ଆଶା ନେଇ ଆସିଛି ସକାଳର ସୂର୍ଯ୍ୟ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ସବୁ ତିକ୍ତତାକୁ ଭୁଲି...