spot_img

Latest Posts

ନନ୍ଦନକାନନକୁ ସ୍ନେହା ଆଣିଲା ଦୁଇଟି କୁନି ଅତିଥି

ଭୁବନେଶ୍ୱର: ନନ୍ଦନକାନନରେ ନୂଆ ଅତିଥୀ । ଜନ୍ମ ନେଲେ ଦୁଇଟି ବାଘ ଛୁଆ । ଧଳା ବାଘୁଣୀ ସ୍ନେହା ଜନ୍ମ ଦେଇଛି ଦୁଇଟି ଛୁଆ । ଗୋଟିଏ ଛୁଆ ଭୋର୍‌ ୩ଟା ୩୮ ମିନିଟ୍‌ରେ ରେ ଓ ଅନ୍ୟ ଛୁଆଟି ଭୋର୍‌ ୫ଟା ୪୪ ମିନିଟ୍‌ରେ ରେ ଜନ୍ମ ହୋଇଛି ।

ସିସିଟିଭିରେ ଉଭୟ ମାଆ ଓ ଛୁଆଙ୍କ ଉପରେ ନଜର ରଖାଯାଇଛି । ଏଥିସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବଢ଼ିଛି । ଏଯାଏ ନବଜାତକ ଶାବକ ମାନଙ୍କ ଚିହ୍ନଟ ହୋଇନି ।

Latest Posts

Don't Miss