ବାଂଲାଦେଶର ମାଟି ତଳୁ ବାରମ୍ବାର ଭଗବାନ ବିଷ୍ଣଙ୍କ ମୂର୍ତ୍ତି କାହିଁକି ବାହାରୁଛି?
1 min read
ବାଂଲାଦେଶର ଦିନାଜପୁରରେ ଏକ ପୋଖରୀରୁ ୨୭ କେଜି ଓଜନର ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମା ମିଳିଛି । ଗତ କିଛିବର୍ଷ ହେଲା ବାଂଲାଦେଶର ବିଭିନ୍ନ ସ୍ଥାନମାନଙ୍କରେ ଏପରି ଏକାଧିକ ପ୍ରତିମା ମିଳିଛି । ତେଣୁ ବାରମ୍ବାର ମାଟି ତଳୁ କ’ଣ ପାଇଁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳୁଛି ବୋଲି ଏବେ ପ୍ରଶ୍ନବାଚୀ ଉଠିଛି । ଭୂପୃଷ୍ଠ ତଳୁ ଭଗଗବାନଙ୍କ ବିଷ୍ଣୁ ମୂର୍ତ୍ତି ମିଳିବା ଘଟଣା ପରଠାରୁ ଜିଲ୍ଲାରେ କୌତୁହଳର ମାହୋଲ ସୃଷ୍ଟି ହୋଇଛି । ବାଂଲାଦେଶର ମାଟି ତଳୁ ଏଭି ଅନେକ ମୂର୍ତ୍ତି ମିଳିଛି । ଗତ ୪ ବର୍ଷରେ ଦେଶ ୪j ଅଲଗା ଅଲଗା ସ୍ଥାନରୁ ଭଗବାନ ବିଷ୍ଣଙ୍କ ପ୍ରତିମା ମିଳିଛି ।
ବର୍ତ୍ତମାନ ବାଂଲାଦେଶର ଯେଉଁ ସ୍ଥାନରୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳୁଛି, ସେଠାରେ ଏକ ରାଜମହଲ ରହିଛି । ବର୍ଷ ବର୍ଷ ପୂର୍ବରୁ ସେଠାରେ ପ୍ରଥମେ ହିନ୍ଦୁ ଧମର୍ର ରାଜା ରହୁଥିଲେ, ଯେ କି ହିନ୍ଦୁ ଧର୍ମର ଉପାସକ ଥିଲେ । ରାଜମହଲର ପ୍ରତିମା ହିଁ ପୋଖରୀ ତଳକୁ ଚାଲିଯାଇଥିବା କୁହାଯାଛି । ୧୯୪୭ ପୂର୍ବରୁ ବାଂଲାଦେଶ ଭାରତର ଅଂଶ ଥିଲା । ୧୯୪୭ ଠାରୁ ୭୧ ପର୍ଯ୍ୟନ୍ତ ତାହା ପ୍ରାନ୍ତ ପାକିସ୍ତାନ ଅଧୀନକୁ ଚାଲିଯାଇଥିଲା । ୧୯୭୧ରେ ବାଂଲାଦେଶ ଅଲଗା ରାଷ୍ଟ୍ରର ମାନ୍ୟତା ପାଇଥିଲା । ବାଂଲାଦେଶରୁ ପ୍ରଥମେ ବାଙ୍ଗଲା ହିନ୍ଦୁ ପରିବାର ରହୁଥିଲେ, ଯେଉଁମାନେନ କି ଭଗବାନଙ୍କ ଉପାପକ ଥିଲେ । ଏମାନଙ୍କର ସଂଖ୍ୟା କବିମା ପରେ ସେଠାକାର ମନ୍ଦିର ଭାଙ୍ଗି ଯାଇଥିଲା ଓ ଭଗବାନଙ୍କ