୫-ଟି ସଚିବ ଭି.କେ ପାଣ୍ତିଆନ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପରେ ସମ୍ବଲପୁର ଅଇଠାପାଲି ଥାନା ବୁଲିଛନ୍ତି । ମୋ-ସରକାରର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କଲେ ୫-ଟି ସଚିବ । ସମ୍ବଲପୁର ଏସପି ଓ ଅଇଁଠାପାଲି ଥାନା ଅଧିକାରି ଉପସ୍ଥିତ ଥିଲେ।

')}

Leave a Reply

Your email address will not be published.