ରାଜ୍ୟରେ ଲଘୁଚାପ ବର୍ଷା ପାଇଁ ୭ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଏ ସବୁ ଜିଲ୍ଲା ଗୁଡ଼ିକ ହେଲା ଗଂଜାମ, ଗଜପତି, ପୁରୀ, ଭଦ୍ରକ, ଢେଙ୍କାନାଳ, କଟକ ଓ ଯାଜପୁର । ସ୍କୁଲ ସମେତ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.