ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା । ଆଜି ଧର୍ମଶାଳା ଗସ୍ତରେ ଆସୁଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ହରିଦାସପୁର ଘଟଣା ସ୍ଥଳ ଗସ୍ତ କରିବେ । ସ୍ମିତାରାଣୀଙ୍କ ପରିବାରକୁ ଭେଟିବେ ଏବଂ ସ୍ଥିତି ପରଖିବେ।
1 min read')}
[DISPLAY_ULTIMATE_SOCIAL_ICONS]