ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଖୁସି ଖବର, ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ ସୁ-ବ୍ୟବସ୍ଥିତ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ପ୍ରସୂତିମାନଙ୍କୁ ଯିବାକୁ ପଡ଼ୁଥିଲା ମାଲକାନଗିରି। ମା ଓ ନବଜାତକ ଉଭୟ ସୁସ୍ଥ ଅଛନ୍ତି ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.