ଜଗତସିଂହପୁର: ରାତି ବଢିବା ସହ ବଢୁଛି ପବନ । ପାରାଦୀପ, କୁଜଙ୍ଗ ଓ ତିର୍ତ୍ତୋଲର ତଳିଆ ଅଞ୍ଚଳରୁ ପାଖାପାଖି ୫ ଶହ ଲୋକଙ୍କୁ ପାଖ ବାତ୍ୟା ଆଶ୍ରୟସ୍ଥଳୀକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ । ଜଗନ୍ନାଥ କଲୋନୀ, ଗଣ୍ଡକିପୁର, ପାରାଦୀପ ଗଡ଼, ନୂଆଗଡ଼, ପିପଳ ଓ କୋଟକଣାରୁ ସ୍ଥାନାନ୍ତର ।

')}

Leave a Reply

Your email address will not be published.