ଗଜପତି:ମାର୍ଲଭା ଘାଟିର ତିତିସିଂ ନିକଟରେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଇସ୍ପାତ ନାମକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ସ୍ଥଳରେ ଖଜୁରିପଦା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସରେ ପ୍ରାୟ ୧୫ ରୁ ୨୦ ଯାତ୍ରୀ ରହିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
1 min read')}
[DISPLAY_ULTIMATE_SOCIAL_ICONS]