କଟକ ସାଲେପୁର କେନ୍ଦୁପାଟଣା ଛକ ନିକଟରେ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ । ୩ ଜଣ ବାଇକରେ ଯାଉଥିବା ବେଳେ ଅଜଣା ଗାଡ଼ି ସହ ହୋଇଥିଲା ଧକ୍କା । ମୃତ ୩ ଜଣଙ୍କର ପରିଚୟ ମିଳିପାରିନାହିଁ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.