କଟକ: ଟାଙ୍ଗି ଲେଭଲ କ୍ରସିଂରେ ଅଘଟଣ, ଫାଟକ ଉଠିବା ବେଳେ ଅଧାରୁ ଖସିପଡ଼ିଲା ରେଳ ଫାଟକ । ୪ ଜଣ ଗୁରୁତର ଆହତ । ବୋଲେରୋ ଓ ବାଇକ୍ ଉପରେ ପଡ଼ିଗଲା ଫାଟକ। ଆହତମାନେ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ରେଳବାଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.