ଆଜି ଖୋଲିଲା ଶିମିଳିପାଳ ପ୍ରଥମ ଦିନରେ ବାରିପଦାର ପିଠାବତା ଗେଟ ଦେଇ ୧୫ଟି ଗାଡ଼ିରେ ୧୦୧ ଜଣ ପର୍ଯ୍ୟଟକ ଭିତରେ ପ୍ରବେଶ କରିଥିଲେ, ସେଥି ମଧ୍ୟରୁ ଜମ୍ମୁ-କଶ୍ମୀରରୁ ୩ ଜଣ ପର୍ଯ୍ୟଟକ ଯାଇଛନ୍ତି । ସକାଳ ୭ରୁ ୯ ଘଟିକା ପର୍ଯ୍ୟନ୍ତ ଟିକଟ ବିକ୍ରି କରାଯିବ । ସେହିପରି ଯଶିପୁର କାଲିଆଣି ଗେଟ୍ ମଧ୍ୟ ଆଜି ଠାରୁ ଖୋଲାଯାଇଛି ।

')}

Leave a Reply

Your email address will not be published.