spot_img

Latest Posts

ହାଇଦ୍ରାବାଦ ଏନକାଉଣ୍ଟର ନେଇ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ସେମାନେ ଦୋଷୀ, କଠୋର ଦଣ୍ଡ ମିଳିବାର ଥିଲା । ଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଅଛି । ରାସ୍ତାରେ ସେମାନଙ୍କୁ ଗୁଳି କରାଯାଉଛି । ଭାରତରେ ବି ସମାନ ଆଇନ୍ ଆସିବା କଥା ।ଏହା ମୋ ବ୍ୟକ୍ତିଗତ ମତ ।

Latest Posts

Don't Miss