spot_img

Latest Posts

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ବିଧାୟକଙ୍କ ଅଯୋଗ୍ୟ ଘୋଷିତ ମାମଲା । ବିଚାରପତି ଏନ.ଭି ରମଣା କହିଲେ, ଉପନିର୍ବାଚନ ଲଢ଼ିପାରିବେ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକ। ଡିସେମ୍ବର ୫ରେ ୧୫ଟି ଆସନରେ ହେବାକୁ ଅଛି ଉପ ନିର୍ବାଚନ ।

')}

Latest Posts

Don't Miss