spot_img

Latest Posts

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀରେ ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ରାଜ୍ୟର ପିସିସି ସଭାପତିଙ୍କୁ ବୈଠକକୁ ଡକାଯାଇଛି । ଦେଶର ରାଜନୀତିକ ସ୍ଥିତି ଓ ପାର୍ଟିର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ହେବ ଆଲୋଚନା ।

')}

Latest Posts

Don't Miss