spot_img

Latest Posts

ରାଜ୍ୟରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପ୍ରୟାସ । ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୨୯୯ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ୍ ୮୩୩ ଜଣ ଅଧ୍ୟାପକ ଚଳିତବର୍ଷ ଚୟନ ହୋଇଛନ୍ତି । ନଭେମ୍ବର ସୁଦ୍ଧା ଶେଷ ହେବ ନିଯୁକ୍ତି ପ୍ରକ୍ରିୟା ।

')}

Latest Posts

Don't Miss