ରାଉରକେଲା : ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ ଏସ-୪ ବଗିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଷ୍ଟେସନରେ ଅଟକିଲା।ଟ୍ରେନର ମରାମତି କାର୍ଯ୍ୟ ଶେଷ ହେବା ପରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ନେଇ ବନ୍ଧମୁଣ୍ଡା ଏ.ଆର.ଏମଙ୍କ ସୂଚନା । ଟ୍ରେନର ଯାନ୍ତ୍ରିକ ତୃଟି ଜଣା ପଡିଯିବାରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ ।