spot_img

Latest Posts

ଭୁବନେଶ୍ୱର : ୨୦୧୫ରେ କିମ୍ସ ମେଡିକାଲ କଲେଜରେ ସିଟ୍ କରାଇ ଦେବାକୁ କହି ୬୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସୌମ୍ୟକାନ୍ତ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କ ଠାରୁ ୨୦୧୫ରେ ଆରଟିଜିଏସ୍ ମାଧ୍ୟମରେ ନେଇଥିଲେ ୫୧ ଲକ୍ଷ ଟଙ୍କା। ସିଟ୍ ହୋଇନପାରିବା ପରେ ଟଙ୍କା ଫେରାଇ ନଥିଲେ ।

Latest Posts

Don't Miss