ଭୁବନେଶ୍ୱର : ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍। ନାରୀ ନିର୍ଯ୍ୟାତନା ଓ ଶିଶୁଙ୍କ ପ୍ରସଙ୍ଗରେ ରାଜନୀତି କରାନଯାଉ। ସବୁ ପୋଲିସ ଅଧିକାରୀ ବିନା ଭୟ ଓ ବିନା ଦ୍ୱନ୍ଦରେ କାମ କରନ୍ତୁ ।ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରିସଂଖ୍ୟାନକୁ ଗୁରୁତ୍ୱ ନଦେଇ ଲୋକଙ୍କ କାମ କରିବାକୁ ପରାମର୍ଶ ।