spot_img

Latest Posts

ଭୁବନେଶ୍ୱର : ସେପ୍ଟେମ୍ୱର ସୁଦ୍ଧା ରାଜ୍ୟ ବଜେଟର ୩୭ ପ୍ରତିଶତ ଅର୍ଥାତ ୫୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ଵାଚନରେ ଆଚରଣ ବିଧି ଲାଗୁ ସହ ଫୋନି ପାଇଁ ଖର୍ଚ୍ଚରେ ବିଳମ୍ବ ହୋଇଛି। ଇ-ଗଭର୍ଣ୍ଣାନ୍ସ ଜରିଆରେ ଆର୍ଥିକ ପରିଚାଳନାକୁ ଅଧିକ ଵ୍ୟବସ୍ଥିତ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଧାନସଭାରେ କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Latest Posts

Don't Miss