ଭୁବନେଶ୍ୱର: ସେପ୍ଟେମ୍ବରରୁ ନଭେମ୍ବର ୩ ମାସ ମଧ୍ୟରେ ରାଜ୍ୟରେ ୫ ଲକ୍ଷ ୮୭ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ୨୦୧୮ ବର୍ଷରେ ଇସ୍ୟୁ ହୋଇଥିଲା ମାତ୍ର ୩ ଲକ୍ଷ ୪୮ ହଜାର ଲର୍ଣ୍ଣର୍ସ ଲାଇସେନ୍ସ । ବିଗତ ୩ ମାସ ମଧ୍ୟରେ ୨୧ ଲକ୍ଷ ୯ ହଜାର ପଲ୍ୟୁସନ ଅଣ୍ଡର କଣ୍ଟୋଲ ଜାରି ହୋଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା ।