ଭୁବନେଶ୍ୱର : ମୋ-ସରକାର କାର୍ଯ୍ୟକ୍ରମକୁ ନେଇ ଭାରପ୍ରାପ୍ତ ଡିଜିପି ସତ୍ୟଜିତ ମହାନ୍ତିଙ୍କ ସମୀକ୍ଷା । ବିଭିନ୍ନ ଜିଲ୍ଲାର ୧୦ ଜଣ ଲୋକଙ୍କ ସହ କଥା ହେଲେ ଡିଜିପି। ଥାନା ଅଧିକାରୀ, କର୍ମଚାରୀଙ୍କ ଆଚରଣ ଓ ବ୍ୟବହାର ସଂପର୍କରେ ବୁଝିଲେ। ଭୁବନେଶ୍ୱର କ୍ୟାମ୍ପ ଅଫିସରେ ସମୀକ୍ଷା ବେଳେ SCRBର ନିର୍ଦ୍ଦେଶକ ରାଜେଶ କୁମାର ଥିଲେ ଉପସ୍ଥିତ ।