ଭୁବନେଶ୍ୱର: ବହୁଚର୍ଚ୍ଚିତ ଖଣ୍ଡଗିରି ସନ୍ଦୀପ ନନ୍ଦ ହତ୍ୟାକାଣ୍ଡ ଘଟଣା । ଦକ୍ଷତାର ସହ ତଦନ୍ତ ଓ ମାମଲା ପରିଚାଳନା ପାଇଁ ତଦନ୍ତକାରୀ ଅଫିସର ଦୟାନିଧି ନାୟକ ଓ ସ୍ୱତନ୍ତ୍ର ପିପି ସୁରେଶ କୁମାର ବାରିକଙ୍କୁ ସମ୍ମାନିତ କଲେ ପୋଲିସ କମିଶନର । ୧୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଦୌରାଜଜ ।