spot_img

Latest Posts

ଭୁବନେଶ୍ୱର: କୋଣାର୍କ ଉତ୍ସବକୁ ଆସିଥିବା ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧନା । ଲୋକସେବା ଭବନରେ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିଥି ଶିଳ୍ପୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା ପରମ୍ପରା ଉପରେ ଅବଗତ କରାଇଲେ ।

Latest Posts

Don't Miss