spot_img

Latest Posts

ଭୁବନେଶ୍ୱର : CABର ଭାରତୀୟଙ୍କ ସହ କିଛି ସମ୍ପର୍କ ନାହିଁ। କେବଳ ବିଦେଶୀଙ୍କ ସହ ଏହାର ସଂପର୍କ। ବିଜେଡି ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ଆମେ NRCକୁ ବିରୋଧ କରୁଛୁ । ତେଣୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ଦେଲେ ପରାମର୍ଶ ।

Latest Posts

Don't Miss