spot_img

Latest Posts

ଭିଜିଲାନ୍ସ ଜାଲରେ ନିଆଳି ବ୍ଲକ ଆରଡବ୍ଲୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ବିଦୁଲତା ରାଉତ । ୩୦ ହଜାର ୧୦୦ ଟଙ୍କା ଲାଞ୍ଚନେବା ବେଳେ ଧରିଲା ଭିଜିଲାନ୍ସ । ସ୍ୱଚ୍ଛ ଭାରତ ଯୋଜନାର ପାଇଖାନା ବିଲ୍ ପାସ୍ ପାଇଁ ଲାଞ୍ଚ ନେଉଥିଲେ ।

Latest Posts

Don't Miss