spot_img

Latest Posts

ଭଦ୍ରକ: ୮୪ ଗ୍ରାମ୍ ବ୍ରାଉନସୁଗର ସହ ବାଇକ ଜବତ । ଜଣକୁ ଗିରଫ କଲା କଟକ ଅବକାରୀ ଫ୍ଲାଇଁ ସ୍କ୍ୱାଡ୍ । ଗିରଫ ଜଣଙ୍କ ତିହିଡ଼ି ଥାନା ସଦାନନ୍ଦପୁରର ଚନ୍ଦନ ପାଢ଼ୀ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮ ଲକ୍ଷ ୪୦ ହଜାର ଟଙ୍କା ।

Latest Posts

Don't Miss