spot_img

Latest Posts

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡର ତାରାସିଗିଂ ବନାଞ୍ଚଳ କଳିଙ୍ଗପଦର ଜଙ୍ଗଲରୁ ମାଈ ହାତୀର ମୃତ୍ୟୁୁ । ୨ ହାତୀ ଲଢେଇରୁ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗର ଅନୁମାନ । ଘଟଣାସ୍ଥଳରେ ବନ ଅଧିକାରୀଙ୍କ ତଦନ୍ତ ।

Latest Posts

Don't Miss