spot_img

Latest Posts

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଉଧୁରା ପଞ୍ଚାୟତ ପିଇଓଙ୍କୁ ଧରିଲା ଭିଜିଲାନ୍ସ । ଦରମା ପାଇଁ ପିଅନଙ୍କ ଠାରୁ ଲାଞ୍ଚ ନେଉଥିଲେ ପିଇଓ ।

Latest Posts

Don't Miss