spot_img

Latest Posts

ବାଲେଶ୍ୱର: ବ୍ରାଉନସୁଗର ବ୍ୟବସାୟକୁ ନେଇ ବସ୍ତା ଥାନା ଛାନୁଆ ଗାଁରେ ଉତ୍ତେଜନା । କିଣିବାକୁ ଆସିଥିବା ଲୋକକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କଲେ ଗାଁ ଲୋକ । ବିକ୍ରି କରୁଥିବା ବ୍ୟବସାୟୀକୁ ଗିରଫ କରିବା ଦାବିରେ ପୋଲିସ ଗାଡ଼ି ଅଟକାଇଲେ ଲୋକ । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇଲେ ଏସପି ।

Latest Posts

Don't Miss