spot_img

Latest Posts

ବାଲିଗୁଡା: ଶିକ୍ଷକ ପଦବୀ ପୁରଣପାଇଁ ଛାତ୍ରଙ୍କ ଅଭିନବ ପ୍ରତିବାଦ । ୨୬ କିଲୋମିଟର ପାଦରେ ଚାଲି ତୁମୁଡିବନ୍ଧ ବିଇଓ ଅଫିସରେ ପହଞ୍ଚିଲେ ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ର । ୧୪ ବଦଳରେ ଅଛନ୍ତି ମାତ୍ର ୭ଜଣ ଶିକ୍ଷକ ।

Latest Posts

Don't Miss