spot_img

Latest Posts

ବଡ଼ମାଲଥାନା ବିଜୁ ଏକ୍ସପ୍ରେସ ଓ୍ୱେ’ରେ ବାଇକକୁ ଧକ୍କା ଦେଲା ଟ୍ରକ୍।ଘଟଣାସ୍ଥଳରେ ୨ ମୃତ ।ମୃତକଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ବଡମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

')}

Latest Posts

Don't Miss