ପ୍ରବାସୀ ଓଡ଼ିଆଙ୍କୁ ଫେରାଇଆଣିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରଣନୀତି । ୨୨ ବରିଷ୍ଠ ଆଏଏସ ଓ ଆଇପିଏସଙ୍କୁ ଦାୟିତ୍ୱ ଦିଆଯାଇଛି । ଚତୁର୍ଥ ପର୍ଯ୍ୟାୟ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ଅନ୍ୟ ରାଜ୍ୟ ସହ ସମନ୍ୱୟ ରଖି କରିବେ କାମ । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସ୍ୱାସ୍ଥ୍ୟ ବିଭାଗର ସାମଗ୍ରିକ ଦାୟିତ୍ୱ ।