spot_img

Latest Posts

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ, ଅଯୋଧ୍ୟାରେ ନିର୍ମାଣ ହେବ ରାମମନ୍ଦିର । ବିକଳ୍ପ ସ୍ଥାନରେ ମସଜିଦ୍ ପାଇଁ ଯୋଗାଇ କେନ୍ଦ୍ର ସରକାର ଦେବେ ୫ ଏକର ଜମି । ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଗଠନ ହେବ ଟ୍ରଷ୍ଟ ବୋର୍ଡ । ବୋର୍ଡକୁ ବିବାଦୀୟ ଜମି ହସ୍ତାନ୍ତର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ।

')}

Latest Posts

Don't Miss