ଦିଲ୍ଲୀ:ହାଇଦ୍ରାବାଦ ଏନକାଉଣ୍ଟର ନେଇ ଖୁସିବ୍ୟକ୍ତ କଲେ ଦିଲ୍ଲୀ ନିର୍ଭୟା ପୀଡ଼ିତାଙ୍କ ମାଆ ଆଶା ଦେବୀ । ପୋଲିସ ଭଲ କାମ କରିଛି । ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ଦାବି କଲେ । ମୁଁ ୭ ବର୍ଷ ହେଲା ନ୍ୟାୟ ପାଇଁ ଦୌଡ଼ୁଛି । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ସରକାର ଓ ବିଚାରପତିଙ୍କୁ ଅନୁରୋଧ ।